ଜିଏସଟି ୨.୦ ମାଧ୍ୟମରେ, ମୋଦୀ ସରକାର ଦେଶରେ ସଂସ୍କାରର ଝଡ଼ ଆଣିଛନ୍ତି। ଏଗୁଡ଼ିକ ଭାରତୀୟ ଅର୍ଥନୀତିକୁ ଗତି ଦେଇପାରିବ ବୋଲି କୁହାଯାଉଛି । ଭାରତକୁ ଏହି ଗତିର ଅତ୍ୟନ୍ତ ଆବଶ୍ୟକତା ଅଛି। ଏଗୁଡ଼ିକୁ ଆଣିବାର ସମୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି ସଂସ୍କାରଗୁଡ଼ିକ ଏପରି ସମୟରେ ଅଣାଯାଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ବେଣ୍ଡ କରିବା ପାଇଁ ଅଯଥାରେ ଶୁଳ୍କ ବାଣ ବର୍ଷା କରିଛନ୍ତି। ତାହାପୁଣି ଋଷିଆନ ତେଲ କିଣିବା ପାଇଁ ଟାର୍ଗେଟ କରାଯାଇଛି। ବିଶେଷଜ୍ଞମାନେ … Continue reading GST Reforms India’s Answer To Trump’s Tariff War ।। ଟ୍ରମ୍ପଙ୍କ ଟାରିଫ ଝୁରୁଝୁରିକୁ ମୋଦୀଙ୍କ ଜିଏସଟି ସଂସ୍କାର ବୋମା ଉତ୍ତର
Copy and paste this URL into your WordPress site to embed
Copy and paste this code into your site to embed