ନୂଆ ବର୍ଷରେ ପ୍ରିୟଜନଙ୍କୁ ଦିଅନ୍ତୁ ଗ୍ରୀଟିଙ୍ଗସ କାର୍ଡ଼

Greeting Card: ନୂଆ ଆଶା, ଉଦ୍ଦୀପନା ନେଇ ପୁଣି ଆରମ୍ଭ ହେବ ନୂଆ ବର୍ଷ । ୨୦୨୫କୁ ସ୍ୱାଗତ କରିବା ପାଇଁ ବେଶ ଚଳଚଞ୍ଚଳ ଗାଁଠୁ ସହର। ନୂଆ ବର୍ଷ କହିଲେ ମନେ ପଡ଼ିଯାଏ ସେହି ପୁରୁଣା କଥା । ସ୍କୁଲ କଥା । ମନେ ପଡ଼ିଯାଏ ସେହି ବଜାରରେ ବିକ୍ରି ହେଉଥିବା ରଙ୍ଗବିରଙ୍ଗ, ସୁନ୍ଦର ଫୁଲ, ଠାକୁର, ପସନ୍ଦର ଅଭିନେତା ଓ ଅଭିନେତ୍ରୀ ସହ ଆହୁରି ଅନେକ ପ୍ରକାରର ଗ୍ରୀଟିଙ୍ଗସ କାର୍ଡ଼। ପ୍ରତିଦିନ ସ୍କୁଲ ଯିବାକୁ … Continue reading ନୂଆ ବର୍ଷରେ ପ୍ରିୟଜନଙ୍କୁ ଦିଅନ୍ତୁ ଗ୍ରୀଟିଙ୍ଗସ କାର୍ଡ଼