କଟକରେ ଦୁର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି; ଚଳିତ ବର୍ଷ ୧୭୦ରୁ ଊର୍ଦ୍ଧ୍ୱ ମଣ୍ଡପରେ ପୂଜା ପାଇବେ ଦଶଭୂଜା || Grand preparations for Durga Puja in Cuttack; Goddess Dashabhuja will be worshipped at over 170 pandals this year.

ଭାଇଚାରାର ସହର ତଥା ଐତିହାସିକ ରୂପାର ନଗରୀ କଟକରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜାର ଭବ୍ୟ ପ୍ରସ୍ତୁତି। ଆଗକୁ ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା, ଆଉ ସେଥିପାଇଁ ସାରା ସହର ଏବେ ଉତ୍ସବମୁଖର ହୋଇଉଠିଛି। ଚଳିତ ବର୍ଷ କଟକ ମହାନଗର ନିଗମ ଅଞ୍ଚଳ ତଥା ଏହାର ଆଖପାଖରେ ଥିବା ପ୍ରାୟ ୧୭୦ରୁ ଅଧିକ ପୂଜା ମଣ୍ଡପରେ ମା’ଙ୍କ ଆରାଧନା କରାଯିବ। ତୋରଣ ନିର୍ମାଣ, ଆଲୋକସଜ୍ଜା ଠାରୁ ଆରମ୍ଭ କରି ମା’ଙ୍କ ମୃଣ୍ମୟୀ ପ୍ରତିମା ଗଢ଼ିବା କାର୍ଯ୍ୟ … Continue reading କଟକରେ ଦୁର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି; ଚଳିତ ବର୍ଷ ୧୭୦ରୁ ଊର୍ଦ୍ଧ୍ୱ ମଣ୍ଡପରେ ପୂଜା ପାଇବେ ଦଶଭୂଜା || Grand preparations for Durga Puja in Cuttack; Goddess Dashabhuja will be worshipped at over 170 pandals this year.