ଫମ୍ପା ଢୋଲ ପିଟିବେ ସରକାର

ଏ ଭିତରେ ରାଜ୍ୟର ପ୍ରଥମ ବିଜେପି ସରକାରକୁ ଏକବର୍ଷ ପୂରିବାକୁ ଯାଉଛି। ରାଜ୍ୟ ସରକାର ଏହି ପ୍ରଥମ ବର୍ଷପୂର୍ତ୍ତିକୁ ଜୋରଦାର ଭାବରେ ପାଳନ କରିବାକୁ ଯୋଜନା ବି କରିସାରଲେଣି। ସରକାରଙ୍କ ପ୍ରସ୍ତୁତି ଅନୁସାରେ ରାଜ୍ୟର ପ୍ରତି ସହରାଞ୍ଚଳରେ ବିଶେଷ ପ୍ରଦର୍ଶନୀ ଓ ପ୍ରଚାର କରାଯିବ। ବିରୋଧୀ ଦଳ ଯେମିତି ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି ତା’ର ଜବାବ ଏହି ପ୍ରଦର୍ଶନୀ ମାଧ୍ୟମରେ ଯେପରି ମିଳିପାରିବ ସେଥିଲାଗି ଏ ବ୍ୟବସ୍ଥା କରାଯାଉଛି। କିନ୍ତୁ ପ୍ରଶ୍ନ ଉଠୁଛି ସରକାର କେଉଁ ସଫଳତାକୁ … Continue reading ଫମ୍ପା ଢୋଲ ପିଟିବେ ସରକାର