ଏଲପିଜି ଜାଗାରେ ପିଏନଜିକୁ ସ୍ଥାନାନ୍ତର କରିବାକୁ ସରକାରଙ୍କ ଜୋର୍ || Govt pushes PNG shift rather than LPG

ଇରାନ ଏବଂ ଆମେରିକାର ଉତ୍ତେଜନା ମଧ୍ୟରେ, ଭାରତରେ ତରଳ ପେଟ୍ରୋଲିୟମ ଗ୍ୟାସ/ଏଲପିଜିର ଅଭାବ ବୃଦ୍ଧି ପାଉଛି । ଯାହା ସାରା ଦେଶରେ ସାଧାରଣ ମଧ୍ୟରେ ଏକ ବଡ ଚିନ୍ତା ସୃଷ୍ଟି କରିଛି । ପଶ୍ଚିମ ଏସିଆରେ ସଙ୍କଟ ଯୋଗୁଁ ଯୋଗାଣ ଶୃଙ୍ଖଳ ବିପର୍ଯ୍ୟସ୍ତ ହେବା ପରେ ଭୟ କରି ସାଧାରଣ ଅପେକ୍ଷା ଅଧିକ ସଂଖ୍ୟାରେ ସିଲିଣ୍ଡର ବୁକ୍ କରୁଛନ୍ତି ଗ୍ରାହକ । ଯାହା ବିତରକମାନଙ୍କ ପାଇଁ ସମୟାନୁସାରେ ଲୋକଙ୍କ ଦରକାର ପୂରଣକୁ ସୁନିଶ୍ଚିତ କରିବା କଷ୍ଟକର ହୋଇପଡ଼ିଛି … Continue reading ଏଲପିଜି ଜାଗାରେ ପିଏନଜିକୁ ସ୍ଥାନାନ୍ତର କରିବାକୁ ସରକାରଙ୍କ ଜୋର୍ || Govt pushes PNG shift rather than LPG