Mission Ol-Chiki 2025: ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ସାନ୍ଥାଳୀ ଭାଷାରେ ଶିକ୍ଷା ଦେବାକୁ ଓଡ଼ିଶା ସରକାର ଯୋଜନା କରୁଛନ୍ତି। ମଙ୍ଗଳବାର କେନ୍ଦୁଝରଠାରେ ଅଖିଳ ଭାରତୀୟ ସାନ୍ଥାଳୀ ଲେଖକ ସଂଘର ଓଡ଼ିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। କେ.ଜି ରୁ ପି. ଜି ପର୍ଯ୍ୟନ୍ତ ସାନ୍ଥାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି। ଆଜି କେନ୍ଦୁଝର’ର ଅଶୋକ ବାଟିକାଠାରେ … Continue reading ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ସାନ୍ଥାଳୀ ଭାଷାରେ ଶିକ୍ଷା ପାଇଁ ସରକାର ଯୋଜନା କରୁଛନ୍ତି: ମୋହନ
Copy and paste this URL into your WordPress site to embed
Copy and paste this code into your site to embed