ଓଡ଼ିଶା ରିଲିଫ କୋଡର ପରିସର ବୃଦ୍ଧି ପାଇଁ ସରକାର ଆରମ୍ଭ କଲେ ସଂଶୋଧନ

ପରିବର୍ତ୍ତିତ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ରିଲିଫ୍ କୋଡର ପରିସରକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।ବିପର୍ଯ୍ୟୟ ପରିଚାଳନା ଆଇନର ପରିପୂରକ ଭାବେ ବିପର୍ଯ୍ୟୟ ପରିଚାଳନାର ସାମଗ୍ରିକ ଧାରଣାକୁ ଅନ୍ତର୍ଭୁକ୍ତ କରି ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କୋଡର ରେ ନାମ ପରିବର୍ତ୍ତନ କରିବାକୁ ସରକାର ଯୋଜନା କରୁଥିବା ସୂତ୍ରରୁ ପ୍ରକାଶ। ୮୦ ବର୍ଷ ରୁ ଅଧିକ ସମୟ ପୂର୍ବରୁ ପ୍ରସ୍ତୁତ ହୋଇଥିବା ରିଲିଫ୍ କୋଡ୍ କୁ ପୁନଃ କାର୍ଯ୍ୟକାରୀ କରିବା … Continue reading ଓଡ଼ିଶା ରିଲିଫ କୋଡର ପରିସର ବୃଦ୍ଧି ପାଇଁ ସରକାର ଆରମ୍ଭ କଲେ ସଂଶୋଧନ