୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କ ପ୍ରେମରେ ଗୋବିନ୍ଦା

Govinda: ଭେଟେରାନ ବଲିଉଡ଼ ଅଭିନେତା ଗୋବିନ୍ଦା ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କୁହାଯାଉଛି ଯେ, ଅଭିନେତା ଖୁବ ଶୀଘ୍ର ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇପାରନ୍ତି। ବଲିଉଡ଼ର ହିରୋ ନମ୍ବର ୱାନ୍ ଗୋବିନ୍ଦା ବର୍ଷ ବର୍ଷ ଧରି ବଡ଼ ପରଦାରୁ ନିଖୋଜ ହୋଇଯାଇଛନ୍ତି । ହେଲେ ବେଳେବେଳେ ତାଙ୍କୁ କିଛି ରିଆଲିଟି ଶୋ’ରେ ଦେଖିବାକୁ ମିଳେ । ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନ ହେତୁ ହେଡଲାଇନରେ ରହିଛନ୍ତି । ବର୍ତ୍ତମାନ ଅଭିନେତାଙ୍କ ବିଷୟରେ … Continue reading ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କ ପ୍ରେମରେ ଗୋବିନ୍ଦା