ରାଜ୍ୟପାଳଙ୍କ ପକ୍ଷ ଛେଦନ କଲା ତାମିଲନାଡୁ: ଆଉ କୁଳପତି ନିଯୁକ୍ତ କରିପାରିବେ ନାହିଁ

Tamil Nadu: ତାମିଲନାଡୁର ୨୨ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୨୦ଟିର କୁଳପତି ମଧ୍ୟ ରହିଛନ୍ତି ରାଜ୍ୟପାଳ। ତାମିଲନାଡ଼ୁ ରାଜ୍ୟପାଳ ଏବେ ବି ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ କ୍ଷେତ୍ରରେ ଯଥେଷ୍ଟ କ୍ଷମତା ରଖୁଛନ୍ତି, ଯଦିଓ ନିକଟରେ ସୁପ୍ରିମକୋର୍ଟଙ୍କ ଏକ ରାୟ ରାଜ୍ୟପାଳଙ୍କୁ ୨୦ଟି ସରକାରୀ ବିଶ୍ୱବିଦ୍ୟାଳୟମଧ୍ୟରୁ ୧୮ଟିରେ କୁଳପତି ନିଯୁକ୍ତି ଦେବାର ଅଧିକାର ଛଡ଼ାଇ ନେଇଛି। ଡିଏମକେ ସରକାର ଆଣିଥିବା ୧୦ଟି ସଂଶୋଧନ ବିଲକୁ ‘ଡିମ୍ଡ ଅନୁମୋଦନ’ ଦେବା ପାଇଁ ସୁପ୍ରିମକୋର୍ଟ ଏକ ସପ୍ତାହ ତଳେ ଏକ ଐତିହାସିକ ରାୟ … Continue reading ରାଜ୍ୟପାଳଙ୍କ ପକ୍ଷ ଛେଦନ କଲା ତାମିଲନାଡୁ: ଆଉ କୁଳପତି ନିଯୁକ୍ତ କରିପାରିବେ ନାହିଁ