ସରକାରଙ୍କ ବଡ଼ ଘୋଷଣା: ଏହି ସମୟରେ ହେବ ବିଦ୍ୟୁତ କାଟ

Electricity: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ମାର୍ଚ୍ଚ ଅଧାରୁ ଗ୍ରୀଷ୍ମ ପ୍ରବାହ ଏତେ ବଢିଲାଣି ଯେ, ବାହାରକୁ ବାହରିବା ବି ମୁସ୍କିଲ ହୋଇପଡ଼ୁଛି । ଆଗକୁ ତାତି ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପ୍ରସ୍ତୁତି ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଗତକାଲି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ … Continue reading ସରକାରଙ୍କ ବଡ଼ ଘୋଷଣା: ଏହି ସମୟରେ ହେବ ବିଦ୍ୟୁତ କାଟ