Government’s babu game।। ସରକାରଙ୍କ ବାବୁ ଖେଳ

ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିବାକୁ ଯାଉଛି। କିନ୍ତୁ ଗତ ବର୍ଷେ ହେଲା ଯେଉଁ ପ୍ରକାର ଶାସନ ଥିଲା ତାହା ଆଉ ଆସନ୍ତା ବର୍ଷକୁ ରହିବ ନାହିଁ। ଲୋକଙ୍କ ସରକାରରେ ଅଫିସରଙ୍କ ଭୂମିକାକୁ ଗୌଣ କରିବାକୁ ସରକାର ଆଗକୁ ଅଧିକ କଠୋର ହେବେ ବୋଲି ସୂଚନା ଦେଇ ସାରିଲେଣି। ବିଶେଷକରି ମନ୍ତ୍ରି ପରିଷଦ ବୈଠକରେ ଆଉ ବିଭାଗୀୟ ସଚିବଙ୍କ ଉପସ୍ଥିତି ରହିବ ନାହିଁ କହି ସରକାର ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନର ଆଭାସ ଦେଇଛନ୍ତି। ତେବେ ପ୍ରଶ୍ନ … Continue reading Government’s babu game।। ସରକାରଙ୍କ ବାବୁ ଖେଳ