ଜାନୁଆରୀ ୩୧ ସୁଦ୍ଧା ଇ-କେୱାଇସି ସରିନଥିଲେ ରାସନ କାର୍ଡ ରଦ୍ଦ କରିବେ ଓଡ଼ିଶା ସରକାର : ମନ୍ତ୍ରୀ
ଜାନୁଆରୀ ୩୧ ସୁଦ୍ଧା ଇ-କେୱାଇସି ପ୍ରକ୍ରିୟା ଶେଷ ନକଲେ ଓଡ଼ିଶା ସରକାର ହିତାଧିକାରୀଙ୍କ ରାସନ କାର୍ଡ ବାତିଲ କରିବେ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟରେ ୪୯ ଲକ୍ଷରୁ ଅଧିକ ରାସନକାର୍ଡ ହିତାଧିକାରୀ ଏପର୍ଯ୍ୟନ୍ତ ଇ-କେୱାଇସି ପ୍ରକ୍ରିୟା ଶେଷ କରିନାହାନ୍ତି। ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ପ୍ରକ୍ରିୟା ଶେଷ କରିବାର ସମୟସୀମାକୁ ରାଜ୍ୟ ସରକାର ୨୦୨୫ ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ଥାନୀୟ ଇଲେକ୍ଟ୍ରୋନିକ୍ … Continue reading ଜାନୁଆରୀ ୩୧ ସୁଦ୍ଧା ଇ-କେୱାଇସି ସରିନଥିଲେ ରାସନ କାର୍ଡ ରଦ୍ଦ କରିବେ ଓଡ଼ିଶା ସରକାର : ମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed