ଦଶନ୍ଧି ଧରି ଭାରତକୁ ୟୁଏସଏଆଇଡି ଅନୁଦାନ ନେଇ ଶ୍ୱେତପତ୍ର ଦାବି କଲା କଂଗ୍ରେସ
USAID: ୟୁଏସଏଆଇଡି ସମ୍ପର୍କିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ମଧ୍ୟ କଂଗ୍ରେସ ଅଯଥା ବୋଲି କହିଛି। ଭାରତରେ ମତଦାନ ବୃଦ୍ଧି ପାଇଁ ୟୁଏସଏଆଇଡି ଦ୍ୱାରା ପାଣ୍ଠି ଯୋଗାଣକୁ ନେଇ ବିବାଦ ଲାଗି ରହିଥିବାବେଳେ କଂଗ୍ରେସ ଗୁରୁବାର ଦାବି କରିଛି ଯେ ଭାରତରେ ଦଶନ୍ଧି ଧରି ଉଭୟ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନକୁ ଆମେରିକୀୟ ଏଜେନ୍ସିର ସମର୍ଥନ ଉପରେ ଭାରତ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ। ୟୁଏସଏଆଇଡି ସମ୍ପର୍କିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ … Continue reading ଦଶନ୍ଧି ଧରି ଭାରତକୁ ୟୁଏସଏଆଇଡି ଅନୁଦାନ ନେଇ ଶ୍ୱେତପତ୍ର ଦାବି କଲା କଂଗ୍ରେସ
Copy and paste this URL into your WordPress site to embed
Copy and paste this code into your site to embed