ଓଡିଶା ସରକାର ସରକାରୀ କୋଠା ନିର୍ମାଣ ପାଇଁ ଅଗ୍ନି ନିରାପତ୍ତା ନିୟମ ପାଳନକୁ ବାଧ୍ୟତାମୂଳକ କରିଛନ୍ତି। ସରକାର କହିଛନ୍ତି ଯେ ପର୍ଯ୍ୟାପ୍ତ ଅଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା ବିନା କୌଣସି ପ୍ରକଳ୍ପକୁ ଅନୁମୋଦନ କରାଯିବ ନାହିଁ। ସମସ୍ତ ସରକାରୀ ନିର୍ମାଣ ପ୍ରକଳ୍ପରେ ଅଗ୍ନି ନିରାପତ୍ତା ମାନଦଣ୍ଡକୁ କଡ଼ାକଡ଼ି ପାଳନ କରିବାକୁ ପୂର୍ତ୍ତ ବିଭାଗ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ, ଉପଯୁକ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବିନା କୋଠାଗୁଡ଼ିକୁ ନିର୍ମାଣ ଅନୁମତି ପ୍ରଦାନ କରାଯିବ … Continue reading ସରକାରଙ୍କ ନିର୍ଦ୍ଦେଶ; ଏଣିକି ସମସ୍ତ କୋଠା ପ୍ରକଳ୍ପ ପାଇଁ ଅଗ୍ନି ନିରାପତ୍ତା || Government orders; Fire safety for all building projects from now on
Copy and paste this URL into your WordPress site to embed
Copy and paste this code into your site to embed