Government agencies and parties have ignored the new ideology: Devi Mishra ।।ସରକାରୀ କଳ ଓ ଦଳ ନୂଆପଡ଼ାର ମତକୁ ଏକପାକ୍ଷିଆ କରିଛନ୍ତି: ଦେବୀ ମିଶ୍ର

କେମିତି ବିଜେପି ଏତେ ଭୋଟ ପାଇଲା? କାହିଁକି ଏକ ଅଭୂତପୂର୍ବ ବିଜୟ ହାସଲ କରିବା ପଥରେ ବିଜେପି ଅଗ୍ରସର ହେଲା? ଏ ପ୍ରଶ୍ନ ଏବେ ରାଜନୀତିକ ମହଲରେ ଗୁଞ୍ଜରିତ ହେଉଛି। କାରଣ ନୂଆପଡ଼ାରେ ଯାହା କେବେ ହୋଇ ନଥିଲା ତାହା ହୋଇଛି। ଭାରତୀୟ ଜନତାପାର୍ଟିର ପ୍ରାର୍ଥୀ ସର୍ବାଧିକ ଭୋଟ ମାର୍ଜିନରେ ଲଗାତାର ଅଗ୍ରସରର ହେଉଛନ୍ତି। ପ୍ରତିଟି ରାଉଣ୍ଡରେ ତାଙ୍କୁ ଅଧିକ ଭୋଟ ମିଳୁଛି। ଏବେ ୧୪ତମ ରାଉଣ୍ଡ ଶେଷ ବେଳକୁ ସେ ୬୮ ହଜାର ୫୪୩ ଭୋଟ … Continue reading Government agencies and parties have ignored the new ideology: Devi Mishra ।।ସରକାରୀ କଳ ଓ ଦଳ ନୂଆପଡ଼ାର ମତକୁ ଏକପାକ୍ଷିଆ କରିଛନ୍ତି: ଦେବୀ ମିଶ୍ର