Got a snake bite? Don’t worry, treatment will be quick with the ‘ELISA’ test ।। ସାପ କାମୁଡ଼ି ଦେଇଛି ? ଚିନ୍ତା ନାହିଁ ‘ଏଲିସା’ ଟେଷ୍ଟ ଦ୍ୱାରା ଚୁଟକିରେ ହେବ ଚିକିତ୍ସା

ଭାରତର ଏକ ବଡ଼ ଜନସଂଖ୍ୟା ଗାଁରେ ରହୁଛନ୍ତି । ଏପରି ପରିସ୍ଥିତିରେ ସାପ କାମୁଡ଼ିଲେ ଗ୍ରାମାଞ୍ଚଳରେ ଥିବା ଲୋକଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡୁଛି । ହୁବଲ୍ଲୀର କର୍ଣ୍ଣାଟକ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (କିମ୍ସ)ର ଡାକ୍ତରମାନେ ସାପ କାମୁଡ଼ିଥିବା ଲୋକଙ୍କ ପାଇଁ ଏକ ସଞ୍ଜୀବନୀ ଖୋଜିଛନ୍ତି । କିମ୍ସ ଦାବି କରିଛି ଯେ ସେମାନେ ଦେଶରେ ପ୍ରଥମ ଥର ପାଇଁ ସାପ କାମୁଡ଼ିବା ପାଇଁ ଉନ୍ନତ ଚିକିତ୍ସାର ଆବିଷ୍କାର କରିଛନ୍ତି । ରକ୍ତ ପରୀକ୍ଷା ମାଧ୍ୟମରେ ଚିକିତ୍ସା … Continue reading Got a snake bite? Don’t worry, treatment will be quick with the ‘ELISA’ test ।। ସାପ କାମୁଡ଼ି ଦେଇଛି ? ଚିନ୍ତା ନାହିଁ ‘ଏଲିସା’ ଟେଷ୍ଟ ଦ୍ୱାରା ଚୁଟକିରେ ହେବ ଚିକିତ୍ସା