Gopalpur Re-Run In Puri: Teenage Girl Gangraped In Front Of Boyfriend ।। ପୁରୀରେ ଗୋପାଳପୁର ଘଟଣାର ପୁନରାବୃତ୍ତି : ପ୍ରେମିକ ସାମ୍ନାରେ ନାବାଳିକାକୁ ଗଣଦୁଷ୍କର୍ମ

ଜୁନ୍ ମାସରେ ଗୋପାଳପୁର ବେଳା ଭୂମିରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ୪ ମାସ ବିତି ନଥିବା ବେଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ବାଲିହରିଚଣ୍ଡି ବେଳାଭୂମିରେ ପୁଣି ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଜଣେ କିଶୋରୀକୁ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ ୪ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଶନିବାର ଘଟିଥିବା ବେଳେ ସୋମବାର ଏନେଇ ଏକ ଅଭିଯୋଗ ଦାଖଲ ହେବା ପରେ ଘଟଣାଟି ସର୍ବସମ୍ମୁଖରେ … Continue reading Gopalpur Re-Run In Puri: Teenage Girl Gangraped In Front Of Boyfriend ।। ପୁରୀରେ ଗୋପାଳପୁର ଘଟଣାର ପୁନରାବୃତ୍ତି : ପ୍ରେମିକ ସାମ୍ନାରେ ନାବାଳିକାକୁ ଗଣଦୁଷ୍କର୍ମ