Gold Rate Today ।। ବଢିଲା ନା କମିଲା ସୁନା ରେଟ୍ ? ୨୨ କ୍ୟାରେଟ୍ କୁ ରହିଛି….

ସୁନା ରେଟ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପାର ଦର ଆକାଶଛୁଆଁ ହୋଇଯାଇଥିବାରୁ ସାଧାରଣ ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି । ବିଶେଷକରି ବିବାହ ଓ ପର୍ବ–ପର୍ବାଣୀ ଋତୁକୁ ନଜରରେ ରଖି ସୁନା ଅଳଙ୍କାର କିଣିବା ପ୍ରସ୍ତୁତିରେ ଥିବା ଲୋକମାନେ ଏହି ଦରବୃଦ୍ଧିରେ ପଡ଼ିଛନ୍ତି। ଯଦି ଆପଣ ଆଜି ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଦେଶର ବିଭିନ୍ନ ସହରର ଆଜିର ରେଟ୍ ଜାଣିବା ଆପଣଙ୍କ ପାଇଁ … Continue reading Gold Rate Today ।। ବଢିଲା ନା କମିଲା ସୁନା ରେଟ୍ ? ୨୨ କ୍ୟାରେଟ୍ କୁ ରହିଛି….