Gold rate today ।। ସୁନାପ୍ରେମୀଙ୍କୁ ଲାଗିଲା ଝଟକା, ଆଜି ପୁଣି ହେଲା ବଢ଼ିଲା

ଗହଣା କିଣିବା ପୂର୍ବରୁ ସୁନା ଓ ରୁପାର ଆଜିର ଦର ଜାଣିବା ଗ୍ରାହକମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ବିବାହ ଋତୁ, ପର୍ବପର୍ବାଣୀ କିମ୍ବା ବିନିଯୋଗ ଦୃଷ୍ଟିରୁ ସୁନା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆଜିର ସୁନା ଦର ଗୁରୁତ୍ୱପୂର୍ଣ୍ଣ ସୂଚନା ନେଇ ଆସିଛି ।  ଆଜି ଦେଶବ୍ୟାପୀ ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୬୦,୫୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ … Continue reading Gold rate today ।। ସୁନାପ୍ରେମୀଙ୍କୁ ଲାଗିଲା ଝଟକା, ଆଜି ପୁଣି ହେଲା ବଢ଼ିଲା