Gold rate today ।। ପୁଣି କମିଲା ସୁନା , ଆଜି ହିଁ କିଣି ନିଅନ୍ତୁ

ଦେଶର ସୁନା ଓ ରୁପା ବଜାରରେ ପୁଣିଥରେ ମୂଲ୍ୟ ହ୍ରାସ ଦେଖାଯାଇଛି । ଲଗାତାର ମୂଲ୍ୟ ବୃଦ୍ଧି ପରେ ଏବେ ସୁନା–ରୁପା ଦର କମିଥିବାରୁ ସାଧାରଣ ଗ୍ରାହକ ଓ ବିବାହ ସିଜିନକୁ ନଜରରେ ରଖି କିଣାକଟା କରିବାକୁ ଯୋଜନା କରୁଥିବା ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି ।ମିଳିଥିବା ସୂଚନା ଅନୁସାରେ, ୨୪ କ୍ୟାରେଟ୍ ସୁନା ୧୪୨୦ ଟଙ୍କା ଖସିଥିବା ବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧୩୦୦ ଟଙ୍କା କମିଛି । ସେହିପରି … Continue reading Gold rate today ।। ପୁଣି କମିଲା ସୁନା , ଆଜି ହିଁ କିଣି ନିଅନ୍ତୁ