Gold rate ।। ଖସୁଛି ସୁନା ଓ ରୁପା ଦର, କିଣିବା ପୂର୍ବରୁ ଦେଖିନିଅନ୍ତୁ ।

ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି, ତେବେ କିଣିବା ପୂର୍ବରୁ ଆଜିର ସୁନା ଦର ବିଷୟରେ ଜାଣିନେବା ଅତ୍ୟନ୍ତ ଆବଶ୍ୟକ । ଦେଶୀୟ ଓ ଆନ୍ତର୍ଜାତିକ ବଜାରରେ ହେଉଥିବା ଚଢ଼ାଉର ପ୍ରଭାବ ସିଧାସଳଖ ଭାବେ ସୁନା ଓ ରୁପା ଦର ଉପରେ ପଡ଼ୁଛି । ବିବାହ ଋତୁ, ପର୍ବପର୍ବାଣୀ ଓ ନିବେଶ ଦୃଷ୍ଟିକୋଣରୁ ସୁନା ପ୍ରତି ଚାହିଦା ବଢ଼ିଥିବା ବେଳେ ଦର ମଧ୍ୟ ଉଚ୍ଚ ସ୍ତରରେ ରହିଛି। ଆଜି ଭାରତୀୟ ବଜାରରେ ୨୪ … Continue reading Gold rate ।। ଖସୁଛି ସୁନା ଓ ରୁପା ଦର, କିଣିବା ପୂର୍ବରୁ ଦେଖିନିଅନ୍ତୁ ।