Gold rate ।। ତୃତୀୟ ଥର ପାଇଁ କମିଲା ସୁନା , ଜାଣନ୍ତୁ ଆଜି କେତେ ଅଛି ଦାମ୍?

ସୁନା ଓ ରୁପା ଦରକୁ ନେଇ ସାଧାରଣ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଲଗାତାର ତୃତୀୟ ଦିନ ପାଇଁ ସୁନା ଓ ରୁପା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । କିଛି ଦିନ ତଳେ ସୁନା ଦର ଦେଢ଼ ଲକ୍ଷ ଟଙ୍କା ଟପିଥିବା ବେଳେ ରୁପା ୪ ଲକ୍ଷ ଟଙ୍କା ସ୍ତରକୁ ଛୁଇଁଥିଲା । ଏବେ ଦୁହିଁ ମୂଲ୍ୟରେ ହଠାତ୍ ହ୍ରାସ ଗ୍ରାହକ ଓ ନିବେଶକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ଆଜି … Continue reading Gold rate ।। ତୃତୀୟ ଥର ପାଇଁ କମିଲା ସୁନା , ଜାଣନ୍ତୁ ଆଜି କେତେ ଅଛି ଦାମ୍?