Gold Rate ।। ବୃଦ୍ଧି ପାଇଲା ସୁନା ଦର, ଓଡ଼ିଶାରେ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର…

ସୁନା ଦର ଲଗାତାର ବୃଦ୍ଧି ପାଇ ନୂଆ ରେକର୍ଡ ସୃଷ୍ଟି କରୁଛି। ଗତ କିଛି ଦିନ ମଧ୍ୟରେ ସୁନା ଦର ଗ୍ରାମ ପିଛା ୧୫ ହଜାର ଟଙ୍କା ପାର୍ କରିଯାଇଛି। ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତକାଲି ଅପେକ୍ଷା ଆଜି ସୁନା ଦରରେ ଗ୍ରାମ ପିଛା ପ୍ରାୟ ୫୪୦ ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଛି। ଏହି ବୃଦ୍ଧି ପରେ ବଜାରରେ ଗହଣା … Continue reading Gold Rate ।। ବୃଦ୍ଧି ପାଇଲା ସୁନା ଦର, ଓଡ଼ିଶାରେ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର…