କମିଲା ସୁନା , କନ୍ଦାଇଲାଣି ରୁପା ବଜାରରେ ଟକ୍କର । ଜାଣନ୍ତୁ ଆଜିର ଦାମ୍ ।। Gold rate

ଗହଣା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆଜିର ସୁନା ଦର ଜାଣିବା ଅତ୍ୟନ୍ତ ଆବଶ୍ୟକ । ବିଶେଷତଃ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନାର ଦର  ସହର ଅନୁସାରେ ଭିନ୍ନ ଥାଏ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୮,୪୦୦ ଟଙ୍କା ଓ ୨୨ କ୍ୟାରେଟ ୧,୪୫,୨୦୦ ଟଙ୍କାରେ ରହିଛି। ରାଜଧାନୀ ଭୁବନେଶ୍ୱରରେ, ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପାଇଁ ୧,୫୮,୪୦୦ ଟଙ୍କା ରହିଛି, ଯେଉଁଥିରେ ୨୨ କ୍ୟାରେଟ … Continue reading କମିଲା ସୁନା , କନ୍ଦାଇଲାଣି ରୁପା ବଜାରରେ ଟକ୍କର । ଜାଣନ୍ତୁ ଆଜିର ଦାମ୍ ।। Gold rate