ବଢ଼ୁଛି ରେଟ୍ ,ଜାଣନ୍ତୁ ଆଜି କେତେ ରହିଛି ସୁନା ଦର ? ।। gold rate

ଯଦି ଆପଣ ଗହଣା କିଣିବାକୁ ଯୋଜନା କରୁଛନ୍ତି କିମ୍ବା ଆଜି ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ କିଣିବା ପୂର୍ବରୁ ଆଜିର ସୁନା ଦର ଜାଣିନେବା ଅତ୍ୟନ୍ତ ଆବଶ୍ୟକ। ଦେଶର ବିଭିନ୍ନ ସହରରେ ସୁନା ମୂଲ୍ୟରେ  ପରିବର୍ତ୍ତନ ଦେଖାଯାଉଥିବା ବେଳେ, ଆଜି ଭାରତୀୟ ବଜାରରେ ସୁନା ଦର ଉଚ୍ଚ ସ୍ତରରେ ରହିଛି। ଆଜି ସାରା ଦେଶରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୫୭,୯୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନାର ଦର … Continue reading ବଢ଼ୁଛି ରେଟ୍ ,ଜାଣନ୍ତୁ ଆଜି କେତେ ରହିଛି ସୁନା ଦର ? ।। gold rate