ରେକର୍ଡ ଭାଙ୍ଗିଲା ସୁନା ଦର: ୨୪ କ୍ୟାରେଟ ୯୮,୦୦୦ ଟପିଲା, ରୁପା ମୂଲ୍ୟରେ ବୃଦ୍ଧି
Gold Rate: ଭାରତରେ ସୁନା ଦରରେ ବୃଦ୍ଧି ଜାରି ରହିଛି ଏବଂ ଆଜି ଏହା ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି । ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ୯୦,୦୦୦ ଟଙ୍କା ଅତିକ୍ରମ କରି ୯୦,୧୫୦ ଟଙ୍କାରେ ପହଞ୍ଚିଛି ଯାହା ପୂର୍ବ ଦିନ ତୁଳନାରେ ୭୦୦ ଟଙ୍କା ଅଧିକ । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୯୮,୩୫୦ ଟଙ୍କାର ବୃଦ୍ଧି ଘଟିଛି । … Continue reading ରେକର୍ଡ ଭାଙ୍ଗିଲା ସୁନା ଦର: ୨୪ କ୍ୟାରେଟ ୯୮,୦୦୦ ଟପିଲା, ରୁପା ମୂଲ୍ୟରେ ବୃଦ୍ଧି
Copy and paste this URL into your WordPress site to embed
Copy and paste this code into your site to embed