ଆସିଲା ସୁନା-ରୂପାର ନୂଆ ଦର, ୧୦ ଗ୍ରାମ ଦାମ ଶୁଣି ଉଡ଼ିଯିବ ହୋସ୍ !

Gold Rate: ବଜାର ଅନିଶ୍ଚିତତା ମଧ୍ୟରେ ଗୁରୁବାର ସୁନା ଦର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍ସିଏକ୍ସ)ରେ ୨୪ କ୍ୟାରେଟ ସୁନା ଏପ୍ରିଲ ଫ୍ୟୁଚର ୦.୨୧ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୮୬,୮୭୫ ଟଙ୍କାରେ ପହଞ୍ଚିଛି। ସୁନା ଦର ରେ ବୃଦ୍ଧି ମୁଖ୍ୟତଃ ବିଶ୍ୱ ସ୍ତରୀୟ ଅସ୍ଥିରତା କାରଣରୁ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତିକୁ ନେଇ ଅନିଶ୍ଚିତତା ଯୋଗୁଁ ନିବେଶକମାନେ ସୁନାକୁ ସୁରକ୍ଷିତ ସମ୍ପତ୍ତି … Continue reading ଆସିଲା ସୁନା-ରୂପାର ନୂଆ ଦର, ୧୦ ଗ୍ରାମ ଦାମ ଶୁଣି ଉଡ଼ିଯିବ ହୋସ୍ !