Gold prices have risen, silver price hiked than ever before || ବଢ଼ିଲା ସୁନା ଦର, ପୂର୍ବାପେକ୍ଷା ସବୁଠୁ ଆଗରେ ରୂପା

ଆଜି ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର ବୃଦ୍ଧି ଦେଖାଯାଉଛି। ଆମେରିକାର ଫେଡେରାଲ ରିଜର୍ଭ ଲଗାତାର ତୃତୀୟ ଥର ପାଇଁ ସୁଧ ହାର ହ୍ରାସ କରିବା ପରେ ଏହି ବୃଦ୍ଧି ଘଟିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ରେ ସୁନା ମୂଲ୍ୟ ପ୍ରାୟ ୭୦୦ଟଙ୍କା ବୃଦ୍ଧି ପାଇଛି, ଯେତେବେଳେ ରୂପା ମୂଲ୍ୟ ପୁଣି ଥରେ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଫେବୃଆରୀ ୫ତାରିଖ ଡେଲିଭରି ପାଇଁ ସୁନା ପୂର୍ବ ଅଧିବେଶନରେ ୧,୨୯,୭୯୬ଟଙ୍କା ପ୍ରତି ୧୦ଗ୍ରାମ ବନ୍ଦ ହୋଇଥିଲା, … Continue reading Gold prices have risen, silver price hiked than ever before || ବଢ଼ିଲା ସୁନା ଦର, ପୂର୍ବାପେକ୍ଷା ସବୁଠୁ ଆଗରେ ରୂପା