୪ମାସରେ ସର୍ବନିମ୍ନ ସ୍ତରକୁ ଖସିଲା ଦେଶର ସୁନା ଦର ; ଜାଣନ୍ତୁ କେତେ କମିଲା ! || Gold prices crash to 4-month low in India

ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଛି ଭୂରାଜନୈତିକ ଉତ୍ତେଜନା। ଏହା ସତ୍ତ୍ୱେ ବି ଭାରତରେ ହ୍ରାସ ପାଇଛି ସୁନା ମୂଲ୍ୟ । ବିଶ୍ଳେଷକମାନେ କହିଛନ୍ତି ଯେ ଏହି ଅପ୍ରତ୍ୟାଶିତ ହ୍ରାସ ମୁଖ୍ୟତଃ ମାର୍ଜିନ କଲ୍ ପରିବେଶ ଯୋଗୁଁ ହୋଇଛି । ଯେଉଁଠାରେ ନିବେଶକମାନେ ଇକ୍ୱିଟିରେ କ୍ଷତି ପୂରଣ ପାଇଁ ଲାଭଜନକ ସୁନା ହୋଲ୍ଡିଂ ବିକ୍ରି କରୁଛନ୍ତି । ପ୍ରମୁଖ ସହରଗୁଡ଼ିକରେ, ସୋମବାରଠୁ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । … Continue reading ୪ମାସରେ ସର୍ବନିମ୍ନ ସ୍ତରକୁ ଖସିଲା ଦେଶର ସୁନା ଦର ; ଜାଣନ୍ତୁ କେତେ କମିଲା ! || Gold prices crash to 4-month low in India