ଜାଣନ୍ତୁ କେତେ ରହିଛି ଆଜିର ସୁନା ଦର…

Gold Price: ସୁନା ଦର ଯେତେ ବଢୁଛି ସେତେ ହିଁ ବଢୁଛି ଏହାର ଚାହିଦା। ବିବାହ ସମୟ ହେଉ ବା ହେଉ କୌଣସି ଖୁସି ଖବର, ସେହି ମୁହୂର୍ତ୍ତକୁ ସେଲିବ୍ରେଟ କରିବା ପାଇଁ ଆମେ ସମସ୍ତେ ସୁନା ବା ରୂପ କିଣିଥାଉ । ବର୍ତ୍ତମାନ ଦିନକୁ ଦିନ ଭାରତୀୟ ବଜାରରେ ସୁନା ଦର ବଢ଼ିବାରେ ଲାଗିଛି। ତେବେ ଯାଦି ଆପଣ ମଧ୍ୟ ସୁନା କିଣିବା ପାଇଁ ଯାଉଛନ୍ତି ତେବେ ଜାଣନ୍ତୁ କ’ଣ ରହିଛି ସୁନା ଦର। ଆଜି … Continue reading ଜାଣନ୍ତୁ କେତେ ରହିଛି ଆଜିର ସୁନା ଦର…