ଭୁବନେଶ୍ୱର ଏମ୍ସ ନିକଟରେ ସୁନା ଚେନ୍ ଲୁଟ୍ ଉଦ୍ୟମ ପଣ୍ଡ, ସଶସ୍ତ୍ର ଲୁଟେରାକୁ ପାଣି ପିଆଇଲେ ସାହସୀ ମହିଳା || Gold chain robbery attempt foiled near AIIMS, Bhubaneswar, Woman’s brave resistance foils chain-snatching bid

ରାଜଧାନୀ ଭୁବନେଶ୍ୱରରେ ଅପରାଧୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ଜଣେ ସାହସୀ ମହିଳାଙ୍କ ଅଦମ୍ୟ ମନୋବଳ ଯୋଗୁଁ ଏକ ବଡ଼ ଧରଣର ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି। ଖଣ୍ଡଗିରି ଥାନା ଅନ୍ତର୍ଗତ ଏମ୍ସ ହସ୍ପିଟାଲ୍ ରାସ୍ତାରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେବାକୁ ଚେଷ୍ଟା କରୁଥିବା ବେଳେ ମହିଳା ଜଣକ ପଛଘୁଞ୍ଚା ନଦେଇ ସାହସର ସହ ଲୁଟେରାଙ୍କୁ ପ୍ରତିରୋଧ କରିଥିଲେ। ମହିଳାଙ୍କ ଦୃଢ଼ ମୁକାବିଲା ଯୋଗୁଁ ଚଳନ୍ତା ବାଇକ୍‌ରୁ ଜଣେ ସଶସ୍ତ୍ର ଲୁଟେରା ତଳେ … Continue reading ଭୁବନେଶ୍ୱର ଏମ୍ସ ନିକଟରେ ସୁନା ଚେନ୍ ଲୁଟ୍ ଉଦ୍ୟମ ପଣ୍ଡ, ସଶସ୍ତ୍ର ଲୁଟେରାକୁ ପାଣି ପିଆଇଲେ ସାହସୀ ମହିଳା || Gold chain robbery attempt foiled near AIIMS, Bhubaneswar, Woman’s brave resistance foils chain-snatching bid