ବଢିଲା ସୁନା କମିଲା ରୁପାର ଦର, ଜାଣନ୍ତୁ ଆଜିର ମୂଲ୍ୟ ।। gold and silver rate

ଗହଣା କିଣିବାକୁ ଯୋଜନା କରୁଛନ୍ତି କି? ତେବେ ବଜାରକୁ ଯିବା ପୂର୍ବରୁ ଆଜିର ସୁନା ଓ ରୁପା ଦର ଜାଣି ନେବା ଅତ୍ୟନ୍ତ ଆବଶ୍ୟକ । ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧,୬୧,୭୮୦ ଟଙ୍କା (୧୦ ଗ୍ରାମ ପିଛା) ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ଦର ୧,୪୮,୩୦୦ ଟଙ୍କାକୁ ପହଞ୍ଚିଛି । ରୁପା ମୂଲ୍ୟ କିଲୋ ପିଛା ୨,୮୫,୦୦୦ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା … Continue reading ବଢିଲା ସୁନା କମିଲା ରୁପାର ଦର, ଜାଣନ୍ତୁ ଆଜିର ମୂଲ୍ୟ ।। gold and silver rate