‘God saved Pakistan’, Asim Muni admitted the truth about Operation Sindoor ।। ‘ଭଗବାନ ପାକିସ୍ତାନକୁ ରକ୍ଷାକଲେ ‘, ଅସୀମ ମୁନିର ଅପରେସନ ସିନ୍ଦୁର ବିଷୟରେ ସତ୍ୟ ସ୍ୱୀକାର କଲେ

ପାକିସ୍ତାନର ଚିଫ୍ ଅଫ୍ ଷ୍ଟାଫ୍  ଏବଂ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ୍ ଅସୀମ୍ ମୁନିର କହିଛନ୍ତି , ଯେ ମେ ମାସରେ ଭାରତ ସହିତ ସାମରିକ ସଂଘର୍ଷ ସମୟରେ ଆଲ୍ଲା ପାକିସ୍ତାନକୁ ସାହାଯ୍ୟ କରିଥିଲେ । ପାକିସ୍ତାନର ଜାତୀୟ ଉଲେମା ସମ୍ମିଳନୀରେ ସମ୍ବୋଧିତ କରି ମୁନିର କହିଛନ୍ତି ଯେ ଭାରତ ସହିତ ସଂଘର୍ଷ ସମୟରେ ସେ ଆଲ୍ଲାଙ୍କ ସାହାଯ୍ୟ ଅନୁଭବ କରିଥିଲେ। ମୁନିର ଏହି ଭାଷଣ ଡିସେମ୍ବର ୧୦, ୨୦୨୫ ରେ ଦେଇଥିଲେ। ଏହି ଭାଷଣର ଏକ … Continue reading ‘God saved Pakistan’, Asim Muni admitted the truth about Operation Sindoor ।। ‘ଭଗବାନ ପାକିସ୍ତାନକୁ ରକ୍ଷାକଲେ ‘, ଅସୀମ ମୁନିର ଅପରେସନ ସିନ୍ଦୁର ବିଷୟରେ ସତ୍ୟ ସ୍ୱୀକାର କଲେ