‘ଗ୍ଲୋବାଲ ସାଉଥ୍’ ସହଭାଗିତା ମଜବୁତ: ବୋଲିଭିଆକୁ ୮ ଟନ୍‌ ଜୀବନରକ୍ଷକ ଔଷଧ ପଠାଇଲା ଭାରତ || ‘Global South’ partnership strengthened: India sends 8 tonnes of life-saving medicines to Bolivia

ମାନବସେବା ଓ ବସୁଧୈବ କୁଟୁମ୍ବକମ୍‌ର ନୀତିକୁ ଆଗକୁ ନେଇ ଭାରତ ପୁଣି ଥରେ ନିଜର ଦରିଆଦିଲିର ପରିଚୟ ଦେଇଛି। ‘ଗ୍ଲୋବାଲ ସାଉଥ୍’ର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଦେଶ ବୋଲିଭିଆକୁ ଭାରତ ୮ ମିଟ୍ରିକ୍ ଟନ୍‌ ଜରୁରୀ ଓ ଜୀବନରକ୍ଷକ ଔଷଧର ଏକ ବଡ଼ ସହାୟତା ପଠାଇଛି। ଦକ୍ଷିଣ ଆମେରିକୀୟ ଦେଶ ବୋଲିଭିଆର ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଦୁଇ ଦେଶ ମଧ୍ୟରେ ମୈତ୍ରୀପୂର୍ଣ୍ଣ ସମ୍ପର୍କକୁ ଆଗକୁ ନେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ … Continue reading ‘ଗ୍ଲୋବାଲ ସାଉଥ୍’ ସହଭାଗିତା ମଜବୁତ: ବୋଲିଭିଆକୁ ୮ ଟନ୍‌ ଜୀବନରକ୍ଷକ ଔଷଧ ପଠାଇଲା ଭାରତ || ‘Global South’ partnership strengthened: India sends 8 tonnes of life-saving medicines to Bolivia