Gita Mehta’s concern over VK Pandian surfaces in Ruben Banerjee’s book ।। ରୁବେନ ବାନାର୍ଜୀଙ୍କ ପୁସ୍ତକରେ ସାଙ୍ଘାତିକ ଖୁଲାସା: ପାଣ୍ଡିଆନଙ୍କ ଉପରେ ଥିଲା ଗୀତା ମେହେଟ୍ଟାଙ୍କ ସନ୍ଦେହ!

ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ଲେଖିଥିବା ବହିରେ ସାଙ୍ଘାତିକ କଥା ଲେଖିଛନ୍ତି । ସମ୍ପ୍ରତି ପ୍ରକାଶିତ ନବୀନ ପଟ୍ଟନାୟକ ସଂସ୍କରଣରେ ରୁବେନ ଲେଖିଛନ୍ତି, ନବୀନଙ୍କ ଦିବଂଗତ ଭଉଣୀ ଗୀତା ମେହେଟ୍ଟାଙ୍କ ମୃତ୍ୟୁ ପୂର୍ବରୁ ପାଣ୍ଡିଆନଙ୍କ ଉପରେ ସନ୍ଦେହ କରିଥିଲେ । ନବୀନଙ୍କୁ ପାଣ୍ଡିଆନ ଭୁଲ ବାଟରେ ନେଉଥିବା ଭଉଣୀ ଗୀତା ମେହେଟ୍ଟାଙ୍କର ସନ୍ଦେହ ହୋଇଥିଲା । ରୁବେନ ବାନାର୍ଜୀ ନବୀନ ପଟ୍ଟନାୟକଙ୍କ ଉପରେ … Continue reading Gita Mehta’s concern over VK Pandian surfaces in Ruben Banerjee’s book ।। ରୁବେନ ବାନାର୍ଜୀଙ୍କ ପୁସ୍ତକରେ ସାଙ୍ଘାତିକ ଖୁଲାସା: ପାଣ୍ଡିଆନଙ୍କ ଉପରେ ଥିଲା ଗୀତା ମେହେଟ୍ଟାଙ୍କ ସନ୍ଦେହ!