Girl student in Odisha’s Fakir Mohan Autonomous College immolates self ।। ଅଧ୍ୟାପକଙ୍କ ଦୁର୍ବ୍ୟବହାର ସହି ପାରିଲେନି, କଲେଜ ଗେଟ୍ ଆଗରେ ନିଜକୁ ଜାଳିଦେଲେ ଛାତ୍ରୀ

ବାଲେଶ୍ଵର ଫକୀରମୋହନ କଲେଜ ପରିସରରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ । କଲେଜ ଗେଟ୍ ଆଗରେ ନିଜକୁ ଜାଳିଦେଲେ ଛାତ୍ରୀ। କଲେଜ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ନିଜ ଜୀବନ ନେବାକୁ ଉଦ୍ୟମ କରିଛନ୍ତି ପୀଡିତା ଛାତ୍ରୀ ବୋଲି ଅଭିଯୋଗ ହେଉଛି । ଗୁରୁତର ଅବସ୍ଥାରେ ତାଙ୍କୁ … Continue reading Girl student in Odisha’s Fakir Mohan Autonomous College immolates self ।। ଅଧ୍ୟାପକଙ୍କ ଦୁର୍ବ୍ୟବହାର ସହି ପାରିଲେନି, କଲେଜ ଗେଟ୍ ଆଗରେ ନିଜକୁ ଜାଳିଦେଲେ ଛାତ୍ରୀ