Girl fights leukemia for 22 months, returns to IIM-Lucknow to finish course ।। ଗରିବି ସହ ସଂଘର୍ଷ କରି ଆଇଆଇଏମ ସିଟ୍ ପାଇଥିଲେ ଡ୍ରାଇଭରଙ୍କ ଝିଅ, ଏବେ ବ୍ଲଡ୍ କ୍ୟାନସରକୁ ହରାଇ ଶେଷ କଲେ ପ୍ରଥମ ବର୍ଷ

ଆଇଆଇଏମ୍ ଲକ୍ଷ୍ନୌର ଛାତ୍ରଛାତ୍ରୀ ଓ ପ୍ରଫେସରମାନଙ୍କୁ ଏବେ ସଙ୍କଟ ପରିଚାଳନା ଶିକ୍ଷା ପାଇଁ ଦୂରକୁ ଯିବାର ଆବଶ୍ୟକତା ନାହିଁ। ଏଠାରେ ପଢୁଥିବା ଛାତ୍ରୀ ଅଞ୍ଜଳି ଭାରତୀ କର୍କଟ ରୋଗକୁ ଜିଣି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ୨୮ ବର୍ଷୀୟା ଅଞ୍ଜଳି ପ୍ରାୟ ଦୁଇ ବର୍ଷର ବ୍ୟବଧାନ ପରେ ନିଜ ପଢାପଢ଼ି ପୁନର୍ବାର ଆରମ୍ଭ କରିଛନ୍ତି। ଅଞ୍ଜଳି ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି ଯେ ଏହା ତାଙ୍କ ପାଇଁ ଏକ ନୂଆ ସାଧାରଣ ଜୀବନ। ଏବେ ସେ … Continue reading Girl fights leukemia for 22 months, returns to IIM-Lucknow to finish course ।। ଗରିବି ସହ ସଂଘର୍ଷ କରି ଆଇଆଇଏମ ସିଟ୍ ପାଇଥିଲେ ଡ୍ରାଇଭରଙ୍କ ଝିଅ, ଏବେ ବ୍ଲଡ୍ କ୍ୟାନସରକୁ ହରାଇ ଶେଷ କଲେ ପ୍ରଥମ ବର୍ଷ