Girish Murmu ।। ମୁର୍ମୁଙ୍କ ଆଲୋକରେ ପୃଥ୍ୱୀରାଜ ଓ ଅରବିନ୍ଦ ନିଷ୍ପ୍ରଭ

ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ମାତ୍ର ଏକ ଧାର୍ମିକ ସ୍ଥଳ ନୁହେଁ; ଏହା ଓଡ଼ିଶାର ଆତ୍ମା ଓ ସଂସ୍କୃତିର ପ୍ରତୀକ। ଏହି ପବିତ୍ର ସ୍ଥଳ ଚାରିଦିଗରେ ସରକାର, ପ୍ରଶାସନ ଓ ରାଜନୀତିର ଜାଲ ବିଛାଇ ରହିଛି। ଗତ କିଛିମାସ ଧରି ମନ୍ଦିର ପ୍ରଶାସନ ନେଇ ଯେପରି ସନ୍ଧି-ବିସନ୍ଧି ଚାଲିଛି, ତାହାର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଲେ — ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିନିଧି ଭାବେ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଯୁକ୍ତ ଗିରିଶ ଚନ୍ଦ୍ର ମୁର୍ମୁ। ମୁର୍ମୁଙ୍କ ଯୋଗଦାନ — ଏକ … Continue reading Girish Murmu ।। ମୁର୍ମୁଙ୍କ ଆଲୋକରେ ପୃଥ୍ୱୀରାଜ ଓ ଅରବିନ୍ଦ ନିଷ୍ପ୍ରଭ