Ghashi Ram expressed his anger and said that votes were sold for money ।। କ୍ଷୋଭ ପ୍ରକାଶ କଲେ ଘାସିରାମ, କହିଲେ ଟଙ୍କା ଦ୍ୱାରା ବିକ୍ରି ହୋଇଗଲେ ଭୋଟର

 ଟଙ୍କା ଆଗରେ ଭୋଟର ବିକ୍ରି ହୋଇଗଲେ।  ମାଟିର ପୁଅକୁ ଭୋଟର ଚିହ୍ନିଲେ ନାହିଁ। କେନ୍ଦ୍ରୀୟ ନେତାଙ୍କ ସହାୟତା ମିଳିଲା ନାହିଁ। ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ନୂଆପଡ଼ା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି। ତଥାପି ସେ ଆଶା ଛାଡ଼ି ନାହାନ୍ତି। ନିର୍ବାଚନ ରାଜନୀତିକୁ ପରିହାର କରିବେ ନାହିଁ ବୋଲି କହିଛନ୍ତି। ଆଗକୁ ପୁଣି ନିର୍ବାଚନ ଲଢ଼ିବାକୁ ପ୍ରତିଶୃତି ଦେଇଛନ୍ତି ଘାସିରାମ। ଗତ ୨୦୨୪ ନିର୍ବାଚନରେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ  ବିଜେଡି ପ୍ରାର୍ଥୀଙ୍କୁ କଡ଼ା … Continue reading Ghashi Ram expressed his anger and said that votes were sold for money ।। କ୍ଷୋଭ ପ୍ରକାଶ କଲେ ଘାସିରାମ, କହିଲେ ଟଙ୍କା ଦ୍ୱାରା ବିକ୍ରି ହୋଇଗଲେ ଭୋଟର