Ghana’s first Hindu saint, who propagated Hinduism among Africans in Ghana।। ଘାନାର ପ୍ରଥମ ହିନ୍ଦୁ ସନ୍ଥ, ଯିଏ ଆଫ୍ରିକୀୟଙ୍କ ଭିତରେ କରିଥିଲେ ହିନ୍ଦୁ ଧର୍ମର ପ୍ରଚାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଫ୍ରିକୀୟ ଦେଶ ଘାନାରେ ପହଞ୍ଚିବେ। ସେ ସେଠାରେ ୩ ଜୁଲାଇ ପର୍ଯ୍ୟନ୍ତ ରହିବେ। ତିନି ଦଶନ୍ଧି ମଧ୍ୟରେ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଘାନା ଗସ୍ତ। ଆପଣ ଜାଣିଛନ୍ତି କି ଘାନାରେ ଜଣେ ପ୍ରସିଦ୍ଧ ହିନ୍ଦୁ ସନ୍ଥ ଥିଲେ, ଯାହାଙ୍କ ନାମ ଘାନା ଦେଶର ନାମ ଅନୁସାରେ ସ୍ୱାମୀ ଘନାନନ୍ଦ ସରସ୍ୱତୀ ରଖାଯାଇଥିଲା। ସେ ଘାନାରେ ଏକ ଆଫ୍ରିକୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ସ୍ଥାନୀୟ ଘାନାଇ ଧର୍ମରେ ବଢ଼ିଥିଲେ। … Continue reading Ghana’s first Hindu saint, who propagated Hinduism among Africans in Ghana।। ଘାନାର ପ୍ରଥମ ହିନ୍ଦୁ ସନ୍ଥ, ଯିଏ ଆଫ୍ରିକୀୟଙ୍କ ଭିତରେ କରିଥିଲେ ହିନ୍ଦୁ ଧର୍ମର ପ୍ରଚାର