ମିଳିବ ତାତିରୁ ମୁକ୍ତି: ଏପ୍ରିଲ ୨ରୁ ୫ ବର୍ଷା ସମ୍ଭାବନା
Odisha Weather : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ହେଲେ ଏବେ ଲାଗିବ ତାତିରେ ବ୍ରେକ । ମିଳିବ ଆଶ୍ଵସ୍ତି । ଆଜିଠାରୁ ବଦଳିବ ପାଗ । ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଛି। ଏପ୍ରିଲ୍ ପହିଲାରୁ ତାପମାତ୍ରା ହ୍ରାସ ପାଇବା ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଆସନ୍ତା ୨, … Continue reading ମିଳିବ ତାତିରୁ ମୁକ୍ତି: ଏପ୍ରିଲ ୨ରୁ ୫ ବର୍ଷା ସମ୍ଭାବନା
Copy and paste this URL into your WordPress site to embed
Copy and paste this code into your site to embed