ଶୀଘ୍ର ଦୂର ହେବ ତ୍ୱଚାର ଶୁଷ୍କତା, ଏହି ୩ଟି ଘରୋଇ ଟୋନର ବ୍ୟବହାର କଲେ

DIY toners for glowing skin: ଶୀତଦିନେ ତ୍ୱଚାରେ ଆର୍ଦ୍ରତା ଆବଶ୍ୟକ ହୋଇଥାଏ। ଥଣ୍ଡା ପବନ ଯୋଗୁଁ ତ୍ୱଚା ଶୁଷ୍କ ହେବା ସହ ପ୍ରାଣହୀନ ହୋଇଯାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ କିଛି ପ୍ରାକୃତିକ ଜିନିଷ ସାହାଯ୍ୟରେ ଏକ ଘରୋଇ ଟୋନର ତିଆରି କରି ଏହାକୁ ସ୍କିନ୍ କେୟାରରେ ସାମିଲ କରିପାରିବେ । ଏହା ତ୍ୱଚାକୁ ଟୋନ୍ କରିବା ସହ ଚମକାଇବ।  ଶୀତଦିନେ ତ୍ୱଚାର ଯତ୍ନ ନେବା ସହଜ କଥା ନୁହେଁ। ଥଣ୍ଡା … Continue reading ଶୀଘ୍ର ଦୂର ହେବ ତ୍ୱଚାର ଶୁଷ୍କତା, ଏହି ୩ଟି ଘରୋଇ ଟୋନର ବ୍ୟବହାର କଲେ