ଆମେରିକାରେ ପ୍ରଥମ:  ହିନ୍ଦୁବିରୋଧୀଙ୍କୁ ସାବାଡ ପାଇଁ ବିଲ୍ ଆଣିଲା ଜର୍ଜିଆ

Georgia: ହିନ୍ଦୁ-ଘୃଣା ମାମଲା ବୃଦ୍ଧି ପାଉଥିବା ବେଳେ ଜର୍ଜିଆ ପ୍ରଥମ ଆମେରିକୀୟ ରାଷ୍ଟ୍ର ଭାବେ ହିନ୍ଦୁଫୋବିଆ ବା ହିନ୍ଦୁବିରୋଧୀଙ୍କୁ ସାବାଡ କରିବା ପାଇଁ ଏକ ବିଲ୍ ଆଗତ କରିଛି। ଯଦି ଏହା ପାରିତ ହୁଏ, ତେବେ ଏହା ଜର୍ଜିଆର ଦଣ୍ଡ ବିଧିକୁ ଅପଡେଟ୍ କରିବ ଏବଂ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିମାନଙ୍କୁ ଭେଦଭାବ ତାଲିକାଭୁକ୍ତ କରିବା ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ହିନ୍ଦୁଫୋବିଆ ଉପରେ ବିଚାର କରିବାକୁ ସକ୍ଷମ କରିବ। ଜର୍ଜିଆ ଆମେରିକାର ପ୍ରଥମ ରାଜ୍ୟ … Continue reading ଆମେରିକାରେ ପ୍ରଥମ:  ହିନ୍ଦୁବିରୋଧୀଙ୍କୁ ସାବାଡ ପାଇଁ ବିଲ୍ ଆଣିଲା ଜର୍ଜିଆ