“ବିଜେପିରେ ପିଢ଼ି ପରିବର୍ତ୍ତନ ?” || “Generation change in the BJP?”

ବିଜେପିରେ କି ପିଢ଼ି ପରିବର୍ତ୍ତନ? ନିତିନ ନବୀନଙ୍କ ନୂଆ ଟିମ୍‌କୁ ନେଇ ଚର୍ଚ୍ଚା ଜୋରଦାର ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି (BJP) ଭିତରେ ଏବେ ବଡ଼ ସାଙ୍ଗଠନିକ ପରିବର୍ତ୍ତନର ଚର୍ଚ୍ଚା ଜୋର ଧରିଛି। ଦଳର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ Nitin Naveen ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ ପାଞ୍ଚ ମାସ ପରେ, ଏବେ ଏକ ନୂଆ ଏବଂ ଯୁବ ନେତୃତ୍ୱକୁ ନେଇ କେନ୍ଦ୍ରୀୟ ସଙ୍ଗଠନ ଘୋଷଣା କରିବାକୁ ଯାଉଥିବା ନେଇ ସୂଚନା … Continue reading “ବିଜେପିରେ ପିଢ଼ି ପରିବର୍ତ୍ତନ ?” || “Generation change in the BJP?”