ଆମେରିକା ଶରଣ ପଶିବାକୁ ଜେନରାଲ ମୁନୀରଙ୍କୁ ପୂର୍ବତନ ପାକ୍ ବାୟୁସେନା ମୁଖ୍ୟଙ୍କ ପରାମର୍ଶ
ପାକିସ୍ତାନର ଅବସରପ୍ରାପ୍ତ ସେନା ଅଧିକାରୀମାନେ ଭାରତ ସହ ଯୁଦ୍ଧର ଆଶଙ୍କା ଉପରେ ସେମାନଙ୍କ ସେନା ମୁଖ୍ୟ ଅସିମ୍ ମୁନୀରଙ୍କୁ ସତର୍କ କରିଛନ୍ତି। ପୂର୍ବତନ ସେନା ଅଧିକାରୀମାନେ କହିଛନ୍ତି ଯେ ଭାରତ ତୁଳନାରେ ସେମାନଙ୍କ ସାମରିକ ଶକ୍ତି ବହୁତ କମ୍। ଏପରି ପରିସ୍ଥିତିରେ ସିଧାସଳଖ ଯୁଦ୍ଧରେ ଜଡ଼ିତ ହେଲେ ସମସ୍ୟା ବଢ଼ିପାରେ। ଏହି ସ୍ଥିତିରୁ ମୁକାବିଲା ପାଇଁ ପାକିସ୍ତାନର ପୂର୍ବତନ ଅଧିକାରୀମାନେ ଆମେରିକା ଓ ଚୀନ୍ ଭାରତ ଉପରେ ଚାପ ସୃଷ୍ଟି କରି ପରିସ୍ଥିତି ଖରାପ ହେବାରୁ ରୋକିବା … Continue reading ଆମେରିକା ଶରଣ ପଶିବାକୁ ଜେନରାଲ ମୁନୀରଙ୍କୁ ପୂର୍ବତନ ପାକ୍ ବାୟୁସେନା ମୁଖ୍ୟଙ୍କ ପରାମର୍ଶ
Copy and paste this URL into your WordPress site to embed
Copy and paste this code into your site to embed