ନେପାଳରେ ବିରୋଧ ପ୍ରଦର୍ଶନ ମଧ୍ୟରେ, ଅନେକ ରାଜନେତାଙ୍କ ଘରକୁ ଟାର୍ଗେଟ କରାଯାଇଛି। ପ୍ରତିବାଦକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ପତ୍ନୀଙ୍କୁ ଘରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନେକ ସ୍ଥାନରେ ପୋଲିସ ଉପରେ ଆକ୍ରମଣ ହୋଇଥିବାର ମଧ୍ୟ ରିପୋର୍ଟ ଆସିଛି। ନେପାଳରେ ଜେନ-ଜି ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେବାରେ ଲାଗିଛି। କାଠମାଣ୍ଡୁ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ବରିଷ୍ଠ ନେତାମାନଙ୍କୁ ଆକ୍ରମଣ କରିଛନ୍ତି, ସେମାନଙ୍କ ଘର … Continue reading Jhalanath Khanal Residence Set On Fire Wife Death II ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଲେ, ନିରସ୍ତ୍ର ପୋଲିସ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା; ନେପାଳରେ ଏହା କି ପ୍ରକାରର ପ୍ରତିବାଦ?
Copy and paste this URL into your WordPress site to embed
Copy and paste this code into your site to embed