ପୁଣି ସାଥିରେ ନଜର ଆସିଲେ ଗୀତ-ଆଦିତ୍ୟ

Geet and Aditya reunite: ଜବ୍ ୱି ମେଟ୍ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର । ସମସ୍ତଙ୍କ ପ୍ରିୟ ଅନସ୍କ୍ରିନ୍ ଯୋଡ଼ି, ଆଦିତ୍ୟ (ସାହିଦ କପୁର) ଏବଂ ଗୀତ (କରୀନା କପୁର) ପିଙ୍କ୍ ସିଟିରେ ଆୟୋଜିତ ହୋଇଥିବା ଆଇଫା ଇଭେଣ୍ଟରେ ଏକାଠି ନଜର ଆସିଥିଲେ। ପୁରସ୍କାର ରାତି ପୂର୍ବରୁ ଏକ ପ୍ରେସ୍ ମିଟ୍ ରେ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା । ସେଠାରେ ସେମାନେ ଦୁହିଁଙ୍କୁ ଆଲିଙ୍ଗନ କରିବା ପରେ ଅନେକ କଥା ମଧ୍ୟ ହୋଇଥିଲେ । ଯାହାର … Continue reading ପୁଣି ସାଥିରେ ନଜର ଆସିଲେ ଗୀତ-ଆଦିତ୍ୟ