କ୍ଷମାବୀର ଗ୍ୟାଙ୍ଗ! || Gang of apologetics!

ଭାରତୀୟ ରାଜନୀତିରେ ଏକ ପୁରୁଣା ଉକ୍ତି ଅଛି— “ସତ୍ୟର ଚାଲି ଧୀର ହୋଇପାରେ, କିନ୍ତୁ ମିଥ୍ୟାକୁ ସବୁବେଳେ ଦୌଡ଼ିବାକୁ ପଡ଼ିଥାଏ।” ଆଜି କଂଗ୍ରେସର ବରିଷ୍ଠ ପ୍ରବକ୍ତା ପବନ ଖେଡ଼ାଙ୍କ ଅବସ୍ଥା ଦେଖିଲେ ଠିକ୍ ଏମିତି ମନେହେଉଛି। କିଛି ଦିନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଛାତି ପିଟି ମିଥ୍ୟା ଦସ୍ତାବିଜ ଦେଖାଉଥିବା ପବନ ଖେଡ଼ା ଏବେ ମୁହଁ ଲୁଚାଇ ଦିଲ୍ଲୀରୁ ହାଇଦ୍ରାବାଦକୁ ଦୌଡ଼ୁଛନ୍ତି। ଯେତେବେଳେ ପ୍ରେସ୍ କନଫରେନ୍ସରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ … Continue reading କ୍ଷମାବୀର ଗ୍ୟାଙ୍ଗ! || Gang of apologetics!