Gandhi on the verge of collapse; Reassurance to Odisha || ବାଦ୍‍ ପଡ଼ିବେ ଗାନ୍ଧୀ ଓଡ଼ିଶାକୁ ଆଶ୍ୱସ୍ତି

ଭାରତୀୟ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ଭାବରେ ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରି ଆସୁଥିବା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (MGNREGA ବା ମନରେଗା) ଏବେ ଇତିହାସ ପାଲଟିବ। ଶୀତ ଅଧିବେଶନରେ କେନ୍ଦ୍ର ସରକାର ଆଗତ କରିଥିବା ଏକ ନୂତନ ବିଲ୍ ‘The Viksit Bharat Guarantee For Rozgar And Ajeevika Mission’ ବା ସଂକ୍ଷେପରେ ‘ଭିବି ଜି ରାମ ଜି’ (VBGRAJ), ଦେଶର ସବୁଠାରୁ ବଡ଼ ଗ୍ରାମୀଣ ନିଯୁକ୍ତି … Continue reading Gandhi on the verge of collapse; Reassurance to Odisha || ବାଦ୍‍ ପଡ଼ିବେ ଗାନ୍ଧୀ ଓଡ଼ିଶାକୁ ଆଶ୍ୱସ୍ତି