ଗାନ୍ଧୀ ହତ୍ୟାକାଣ୍ଡ ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଉପରେ ପ୍ରତିବନ୍ଧକ ସମୟରେ ଏକ ସମାନ ବିଚାରଧାରାର ରାଜନୈତିକ ଦଳର ଆବଶ୍ୟକତା ଅନୁଭବ ହେଉଥିଲା, ଯାହା ସଂସଦ ଓ ବାହାରେ ସଂଘର ପକ୍ଷକୁ ଦୃଢ଼ତାର ସହ ଉପସ୍ଥାପନ କରିପାରିବ। ୧୫ ଅପ୍ରେଲ ୧୯୫୦ରେ ପଣ୍ଡିତ ନେହୁରୁଙ୍କ ମନ୍ତ୍ରିମଣ୍ଡଳରୁ ଶ୍ୟାମା ପ୍ରସାଦ ମୁଖର୍ଜୀଙ୍କ ଇସ୍ତଫା ପରେ ସଂଘ ଓ ତାହାର ଶୁଭଚିନ୍ତକମାନେ ତାଙ୍କର ସାର୍ବଜନୀନ ଅଭିନନ୍ଦନ କରିଥିଲେ। ସେତେବେଳେ ସୁଦ୍ଧା ମୁଖର୍ଜୀଙ୍କର ହିନ୍ଦୁ ମହାସଭା ସହ ଦୂରତ୍ୱ ବହୁତ … Continue reading Ganatatra Parishad was formed in Odisha before Jana Sangh II ଜନସଂଘ ପୂର୍ବରୁ ଓଡ଼ିଶାରେ ଗଠିତ ହେଲା ଗଣତନ୍ତ୍ର ପରିଷଦ
Copy and paste this URL into your WordPress site to embed
Copy and paste this code into your site to embed